scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବ୍ୟାସନଗର ପୈାରାଧ୍ୟକ୍ଷାଙ୍କୁ ଆକ୍ରମଣରେ ପୁଣି ଦେଖାଦେଇଛି ରାଜନୈତିକ ଉଷ୍ମତା

29/06/2018 at 9:53 PM

ବ୍ୟାସନଗର ପୈାରପାଳିକାରେ ପୁଣି ଦେଖାଦେଇଛି ରାଜନୈତିକ ଉଷ୍ମତା। ଚଳିତବର୍ଷ ପୈାରପରିଷଦର ସଭ୍ୟମାନଙ୍କର ଶେଷ କାଉନସିଲ ବୈଠକରେ ଘଟିଥିଲା ଏକ ଅପ୍ରିତିକର ପରିସ୍ଥିତି । ଆଉ ଯାହା ପାଇଁ ପୈାରାଧ୍ୟକ୍ଷା ହୋଇଥିଲେ ପୋଲିସରଦ୍ବାରସ୍ଥ । ଏହାକୁ ନେଇ ବିଭିନ୍ନ ସଂଗଠନ, ମହିଳା ସଂଗଠନ ତରଫରୁ ନିନ୍ଦା ପ୍ରସ୍ତାବ ଦିଆଗଲାପରେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ । ଦୀର୍ଘ ଦିନ ବିତିଯାଇଥିଲା ପରେ ମଧ୍ୟ ଏ ନେଇ ପୋଲିସର ନିରବତା ଯୋଗୁ ଆଜି ବ୍ୟାସନଗର ମହିଳା ସଂଗଠନ ତରଫରୁ ବିକ୍ଷୋଭ ଓ ପ୍ରତୀକ ଧାରଣା ଦିଆଯାଇଛି ।

   Related Posts