ବ୍ରହ୍ମପୁର ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଘଣ୍ଟ ବଜାଇ ବିକ୍ଷୋଭ ପ୍ରଦର୍ଶନ
16/04/2018 at 9:52 PM

ବ୍ରହ୍ମପୁର ବଡ ମେଡିକାଲ୍, ନଗର ଚିକିତ୍ସାଳୟ ଓ ରେଡକ୍ରସ୍ ହସ୍ପିଟାଲ୍ରେ ରହିଛି ବହୁବିଧ ସମାସ୍ୟା । ତଥାପି ହେଉନି ସମାଧାନ। ସମାସ୍ୟାର ସମାଧାନ ଦାବୀରେ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କ ଘର ସମ୍ମୁଖରେ ଘଣ୍ଟ ବଜାଇ ବିକ୍ଷୋଭ ପ୍ରଦର୍ଶନ ।