Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବ୍ରହ୍ମପୁର- ଦିଗପହଣ୍ଡି ରାସ୍ତାରେ ଦୁର୍ଘଟଣାରେ ୧ ମୃତ, ୩ ଜଣ ଗୁରୁତର

1/05/2018 at 9:02 PM

ବ୍ରହ୍ମପୁର ଦିଗପହଣ୍ଡି ରାସ୍ତା ବାଇଗଣବାଡି ଛକରେ ସଡକ ଦୁର୍ଘଟଣା। ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅଟୋ ସହ ପିକ୍ଅପ୍ ଭ୍ଯାନ୍ ର ଧକ୍କା ହୋଇଥିଲା। ମୃତକ ଜଣଙ୍କ ହେଲେ କୁନା ସାହୁ। ଗୋଟିଏ ପରିବାରର ଚାରି ଜଣ ଅଟୋ ଯୋଗେ ବ୍ରହ୍ମପୁର ଠାରୁ ଗୌଡ ଗାଆଁ ଯିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଗତ କିଛିଦିନ ହେଲା ଚିକିତ୍ସା ପାଇଁ କୁନା୍ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଆଜି ମେଡିକାଲରୁ ଡିସ୍ ଚାର୍ଜ ହୋଇ ଘରକୁ ଫେରୁଥିଲେ। ଫେରିବା ବାଟରେ ସଡକ ଦୁର୍ଘଟଣା ଘଟି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

Leave a Reply

   Related Posts