ବ୍ରହ୍ମପୁରରେ ମହିଳାଙ୍କ ଉଲଗ୍ଣ ମୃତଦେହ ଉଦ୍ଧାର
10/05/2018 at 5:55 AM

ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର । ବ୍ରହ୍ମପୁର ଗିରିଶୋଳା ଛକ ନିକଟରୁ ମହିଳାଙ୍କ ମୃତଦେହ ମିଳିଛି । ଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ମୃତ ମହିଳାଙ୍କ ପରିଚୟ ମିଳିପାରିନି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି ।
Related Posts
କାଳବୈଶାଖୀ ପ୍ରଭାବରେ ବଜ୍ରପାତ, ଜଳିଗଲା ୭ ବଖରା ଘର
2 June 2023