ବୋଲେରରେ ଆସି ଦୁବୃତ ମାନେ ATM ରୁ ପାଖାପାଖି ୩୬ ଲକ୍ଷ ଟଙ୍କା ଲୁଟିଲେ
5/05/2018 at 9:17 PM

ବାଲେଶ୍ୱରରେ ପୁଣି ମିତିଲେ ଏଟିଏମ୍ ଲୁଟେରା। ସକାଳୁ ସକାଳୁ ଲୁଟିନଲେ ଦୁଇଟି ଏଟିଏମ୍ ରୁ ୩୬ଲକ୍ଷ ଟଙ୍କା। ପୁଲିସ ପତା ଲଗାଇ ଟଙ୍କା ଥିବା ବାକ୍ସ ଗୁଡ଼କୁ କାଦରାବାଜ ନିକଟରୁ ଜବଦ କରିଥିବା ବଳେ କିଛି ଯୁବକଙ୍କୁ ଅଟକାଇ ପଚରା ଉଚରା କରୁଛି।