suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବୈତରଣୀ ନଦୀରୁ ଏକ ମୃତ ଦେହ ଉଦ୍ଧାର

8/05/2018 at 9:07 PM

ଯାଜପୁର ଦଶ୍ବାଶମେଧ ଘାଟ ନିକଟସ୍ଥ ବୈତରଣୀ ନଦୀରୁ ଏକ ମୃତ ଦେହ ଉଦ୍ଧାର । ସକାଳୁ ନଦୀ ରେ ଏକ ମୃତ ଦେହ ଭାସୁଥିବାର ସ୍ଥାନୀୟ ଲୋକ ଦେଖି ପୋଲିସ କୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳ ରେ ପହଚିଂ ଶବ କୁ ଉଦ୍ଦାର କରି ବ୍ୟବଛେଦ ଲାଗି ପଠାଇଛି । ପୋଲିସ ପ୍ରାଥମିକ ତଦନ୍ତ ରୁ ଜାଣିପାରିଛି ମୃତ ବ୍ୟକ୍ତି ହେଉଛନ୍ତି କୁଆଁସରପୁର ଅଂଚଳର ପଦିଆ ସାହୁ । କିଭଳି ନଦୀ ରେ ତାଙ୍କର ମୃତ୍ୟୁ ହେଲା ତାହାର ତଦନ୍ତ କରୁଛି ପୋଲିସ । ପରିବାର ଲୋକ ଙ୍କ ଅଭିଯୋଗ ଓ ଶବ ବ୍ୟବଛେଦ ରିପୋର୍ଟ ହସ୍ତଗତ ହେଲା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଯାଜପୁର ଥାନା ଅଧିକାରୀ କହିଛନ୍ତି ।

Leave a Reply

   Related Posts