LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବେକାରୀ ଓ ଚାଷୀ ପ୍ରସଙ୍ଗରେ ସରକାର ଘେରିଲେ ବିରୋଧୀ

1/05/2018 at 11:35 PM

ବେକାରୀ ଓ ଚାଷୀ ପ୍ରସଙ୍ଗରେ ସରକାର ଘେରିଲେ ବିରୋଧୀ । ମରୁଡ଼ି ସହାୟତା, ଫସଲ ବୀମା, ଇନପୁଟ ସବସିଡି ଆଦି ପ୍ରସଙ୍ଗରେ ସରକାରଙ୍କ ବିଫଳତାର ହିସାବ ଥୋଇଛନ୍ତି । ସେହିଭଳି ରାଜ୍ୟରେ ବେକାରୀ ସମସ୍ୟାକୁ ବି ହାଇଲାଇଟ୍ କରିଛନ୍ତି । ତେବେ ସରକାରୀ କହୁଛନ୍ତି, ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ବହୁ ସୁଯୋଗ ସୃଷ୍ଟି କରାଯାଇଛି । କିନ୍ତୁ କେନ୍ଦ୍ର ସରକାର ବର୍ଷକୁ ୨ କୋଟି ନିଯୁକ୍ତି ପାଇଁ ଦେଇଥିବା ପ୍ରତିଶ୍ରୁତି ଭୁଲିଯାଇଛନ୍ତି ।

Leave a Reply

   Related Posts