vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ବେକାରୀ ଓ ଚାଷୀ ପ୍ରସଙ୍ଗରେ ସରକାର ଘେରିଲେ ବିରୋଧୀ

1/05/2018 at 11:35 PM

ବେକାରୀ ଓ ଚାଷୀ ପ୍ରସଙ୍ଗରେ ସରକାର ଘେରିଲେ ବିରୋଧୀ । ମରୁଡ଼ି ସହାୟତା, ଫସଲ ବୀମା, ଇନପୁଟ ସବସିଡି ଆଦି ପ୍ରସଙ୍ଗରେ ସରକାରଙ୍କ ବିଫଳତାର ହିସାବ ଥୋଇଛନ୍ତି । ସେହିଭଳି ରାଜ୍ୟରେ ବେକାରୀ ସମସ୍ୟାକୁ ବି ହାଇଲାଇଟ୍ କରିଛନ୍ତି । ତେବେ ସରକାରୀ କହୁଛନ୍ତି, ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ବହୁ ସୁଯୋଗ ସୃଷ୍ଟି କରାଯାଇଛି । କିନ୍ତୁ କେନ୍ଦ୍ର ସରକାର ବର୍ଷକୁ ୨ କୋଟି ନିଯୁକ୍ତି ପାଇଁ ଦେଇଥିବା ପ୍ରତିଶ୍ରୁତି ଭୁଲିଯାଇଛନ୍ତି ।

Leave a Reply

   Related Posts