ବିୟୁଟି ପାର୍ଲରରେ ଚୁଟି କାଟିବା ବାହାନାରେ ଅଭିନବ ଉପାୟରେ ଲୁଟ୍
10/06/2018 at 12:19 AM

ବିୟୁଟି ପାର୍ଲରରେ ଚୁଟି କାଟିବା ବାହାନାରେ ଅଭିନବ ଉପାୟରେ ଲୁଟ୍। ଏହିଭଳି ଲୁଟ୍ର ପର୍ଦ୍ଦାଫାସ କରିଛି ସହୀଦନଗର ପୋଲିସ। ଏହି ଘଟଣାରେ ବିୟୁଟି ପାର୍ଲରର ମାଲିକାଣୀ ଓ ଜଣେ ପାର୍ଲର ଗାର୍ଲକୁ ଗିରଫ କରିଛି ପୋଲିସ ।