ବିହାରରେ ବସ୍ତ୍ରହରଣ
1/05/2018 at 12:06 AM

ବିହାରରେ ବସ୍ତ୍ରହରଣ । ମଝି ରାସ୍ତାରେ ଜଣେ ନାବାଳିକାଙ୍କୁ ବେଢି ଯାଇଛନ୍ତି କିଛି ରାକ୍ଷସ । ପୁଣି ଭିଡିଓକୁ ବି ଭାଇରାଲ କରିଛନ୍ତି । ଜହାନାବାଦର ଏହି ଦୃଶ୍ୟ ଏତେ ଭୟାନକ ଯେ ଦେଖି ହେବନି । ନାବାଳିକାର ଆକୁଳ ଚିତ୍କାର ଶୁଣିଲେ ମାନବିକତା ଲାଜରେ ମରିଯିବ । ସାମାନ୍ୟ ମଣିଷପଣିଆ ଥିବା ଯେକେହି ଲୋକର ମନରେ ଆସିବ କ୍ରୋଧ ।
Related Posts
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
1 June 2023