ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି
5/06/2018 at 11:26 PM

ବିଶ୍ବ ପ୍ରସିଦ୍ଦ ପୁରୀ ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି। ପୁରୀ ବିଶ୍ବ ପ୍ରସିଦ୍ଦ ରଥଯାତ୍ରା ସମୟରେ ମୂତୟନ ହେବେ ଦୁଇ କମ୍ପାନୀ ଏନଏସଜି। ପୁରୀ ରଥ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା ନେଇ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅାଲୋଚନା କରିଛନ୍ତି ପୋଲିସି ଡିଜି।