suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିଶ୍ୱ ପରିବେଶ ଦିବସରେ, ମହାନଦୀ ସୁରକ୍ଷା ଚିନ୍ତା

5/06/2018 at 10:34 PM

ସମ୍ବଲପୁରରେ ମହାନଦୀକୁ ସୁରକ୍ଷା ପାଇଁ ଜିଲ୍ଲାପ୍ରଶାସନ ଓ ଜଙ୍ଗଲବିଭାଗ ଅଣ୍ଟା ଭିଡିଛନ୍ତି। ସମ୍ବଲପୁର ରିଙ୍ଗ୍ ରୋଡ୍ ଓ ମହାନଦୀକୂଳର ପ୍ରାୟ ଏକ କିଲୋମିଟର ରାସ୍ତା କଡରେ ବୃଷ ରୋପଣ କରାଯିବା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସେହିପରି ମହାନଦୀର ଉଭୟ କୂଳର ୪ଶହ ହେକ୍ଟର ସରକାରୀ ଓ ଘରୋଇ ଜମିରେ ଜଙ୍ଗଲ ବିଭାଗ ଦ୍ୱାରା ବୃକ୍ଷ ରୋପଣ କରାଯିବା କାର୍ଯ୍ୟକ୍ରମ ହାତକୁ ନେଇଛି ଜିଲ୍ଲାପ୍ରଶାସନ ଓ ଜଙ୍ଗଲ ବିଭାଗ।

Leave a Reply

   Related Posts