ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଦୃତଗତିରେ ଆଗେଇ ଚାଲିଛି
24/05/2018 at 6:37 PM

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଦୃତଗତିରେ ଆଗେଇ ଚାଲିଛି। ତିନିରଥ ପାଇଁ ଆବଶ୍ୟକ ୪୨ ଟି ଚକ ମଧ୍ୟରୁ ପ୍ରତି ରଥର ଗୋଟିଏ ଲେଖାଏଁ ଚକକୁ ବାଦ୍ ଦେଇ ସମସ୍ତ ଚକ ଅର୍ଥାତ୍ ୩୯ ଟି ଚକ ନିର୍ମାଣ କାମ ଶେଷ ହୋଇଛି। ସେହିପରି ଦୋଳବେଦୀ କୋଣରେ ମହାପ୍ରଭୁଙ୍କର ଦଶାବତାର ଖଟୁଲି ମଧ୍ୟ ତିଆରି ଚାଲିଛି।
Related Posts
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
1 June 2023