oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ବିପଦ ସଙ୍କୁଳ ଅବସ୍ଥାରେ ଲିଙ୍ଗରାଜ ମନ୍ଦିର

8/08/2018 at 8:50 PM

ବିପଦ ସଙ୍କୁଳ ଅବସ୍ଥାରେ ଲିଙ୍ଗରାଜ ମନ୍ଦିର । ବର୍ଷା ହେଲେ ମନ୍ଦିରର ବିଭିନ୍ନ ସ୍ଥାନରୁ ପାଣି ଗଳୁଛି । ମୁଖ୍ୟ ମନ୍ଦିରର ନାଟ ମଣ୍ଡପ, ଭୋଗଶାଳା ସହିତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପାଣି ଗଳୁଥିବାରୁ ଆଶଙ୍କା ସୃଷ୍ଟି ହୋଇଛି । ଏହାସହ ବେଢା ଭିତରେ ଥିବା ପାର୍ବତୀ ମନ୍ଦିର, ବିଶ୍ବକର୍ମା ମନ୍ଦିର, ଜଗନ୍ନାଥ ମନ୍ଦିର ଆଦି ଫାଟିଆଁ କଲାଣି । ଖୋଦ ମନ୍ଦିର ପ୍ରଶାସନ ମଧ୍ୟ ଏକଥା ସ୍ବୀକାର କରିଛି । ମନ୍ଦିରର ଏସବୁ ସମସ୍ୟାକୁ ନେଇ ପ୍ରତ୍ନତତ୍ତ୍ବ ବିଭାଗକୁ ଚିଠି ଲେଖିଛି ମନ୍ଦିର ପ୍ରଶାସନ । ଯେଉଁଥିରେ ମନ୍ଦିର ଭିତରେ ସୃଷ୍ଟି ହେଉଥିବା ପାଣି ସମସ୍ୟାର ସମାଧାନ ପାଇଁ ଅନୁରୋଧ କରାଯାଇଛି । ତେବେ ମନ୍ଦିରର ଏଭଳି ସ୍ଥିତି ନେଇ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

   Related Posts