Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବିରୋଧରେ ଜମି ହଡ଼ପ ଆଭିଯୋଗ

30/05/2018 at 11:16 PM

ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବିରୋଧରେ ଜମି ହଡ଼ପ ଆଭିଯୋଗ। ଚଉଷଠିପଡ଼ା ଗଡ଼ରେ ବ୍ୟାପକ ସରକାରୀ ଜମି ହଡ଼ପ ଅଭିଯୋଗ । ଅଭିଯୋଗ ଆଣିଲେ ପଟାୟତ ରାଣୀ ସାହେବା ପୂର୍ଣ୍ଣିମା ସିଂଦେଓ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କ ଦୃଷ୍ଟି ଆକର୍ଶଣ କରାଯାଇଥିଲେ ସୁଧା କାର୍ଯ୍ୟାନୁଷ୍ଠାନ ଶୂନ ବୋଲି ଜଣାପଡ଼ିଛି ।

Leave a Reply

   Related Posts