ବିଜେପି-କଂଗ୍ରେସ ବିରୋଧି ଫ୍ରଣ୍ଟ ପାଇଁ ମୁଣ୍ଡ ଖେଳାଇବା ଆରମ୍ଭ କଲେ ନବୀନ
18/04/2018 at 3:45 AM

ବିଜେପି-କଂଗ୍ରେସ ବିରୋଧି ଫ୍ରଣ୍ଟ ପାଇଂ ମୁଣ୍ଡ ଖେଳାଇବା ଆରମ୍ଭ କଲେ ନବୀନ । ଥାର୍ଡ ଫ୍ରଣ୍ଟ ଉପରେ କେବେ ପତ୍ତା ଖୋଲି ନଥିବା ନବୀନ ଏବେ ନିଜଆଡୁ ଇଣ୍ଟରେଷ୍ଟ ଦେଖାଇବା ଆରମ୍ଭ କରିଛନ୍ତି । ଫେଡେରାଲ ଫ୍ରଣ୍ଟ ପାଇଂ କାମ ଆରମ୍ଭ କରିଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ନିଜ ଆଡୁ ଇନଭାଇଟ୍ କରିଛନ୍ତି ନବୀନ । ସମୟ ବି ଦେଇଛନ୍ତି ମେ- ପ୍ରଥମ ସପ୍ତାହ । ଯାହା ଲାଗୁଛି ୨୦୧୯ ପୂର୍ବରୁ ଆଣ୍ଟି ବିଜେପି- ଆଣ୍ଟି କଂଗ୍ରେସ ରିଜିଓନାଲ ପାର୍ଟି ସବୁ ଏକାଠି ହେବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ।
Related Posts
ସ୍କ୍ରବ ଟାଇଫସ୍ ଆତଙ୍କ ଘଟଣା, ସୁନ୍ଦରଗଡ ଗସ୍ତରେ ୬ ଜଣିଆ ମେଡିକାଲ ଟିମ୍
30 September 2023
ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ: ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ
30 September 2023
ଶେଷ ହେଲା ଜଟଣୀର ପ୍ରସିଦ୍ଧ ଗଣେଶ ପୂଜା, ପୁଣି ଆର ବରଷକୁ ଅପେକ୍ଷା
30 September 2023
ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ପଶିଲା ପାଣି, ବେଡ୍ ନଥିବାରୁ ରୋଗୀ ହନ୍ତସନ୍ତ
30 September 2023