oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ବିଜେପି-କଂଗ୍ରେସ ବିରୋଧି ଫ୍ରଣ୍ଟ ପାଇଁ ମୁଣ୍ଡ ଖେଳାଇବା ଆରମ୍ଭ କଲେ ନବୀନ

18/04/2018 at 3:45 AM

ବିଜେପି-କଂଗ୍ରେସ ବିରୋଧି ଫ୍ରଣ୍ଟ ପାଇଂ ମୁଣ୍ଡ ଖେଳାଇବା ଆରମ୍ଭ କଲେ ନବୀନ । ଥାର୍ଡ ଫ୍ରଣ୍ଟ ଉପରେ କେବେ ପତ୍ତା ଖୋଲି ନଥିବା ନବୀନ ଏବେ ନିଜଆଡୁ ଇଣ୍ଟରେଷ୍ଟ ଦେଖାଇବା ଆରମ୍ଭ କରିଛନ୍ତି । ଫେଡେରାଲ ଫ୍ରଣ୍ଟ ପାଇଂ କାମ ଆରମ୍ଭ କରିଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ନିଜ ଆଡୁ ଇନଭାଇଟ୍ କରିଛନ୍ତି ନବୀନ । ସମୟ ବି ଦେଇଛନ୍ତି ମେ- ପ୍ରଥମ ସପ୍ତାହ । ଯାହା ଲାଗୁଛି ୨୦୧୯ ପୂର୍ବରୁ ଆଣ୍ଟି ବିଜେପି- ଆଣ୍ଟି କଂଗ୍ରେସ ରିଜିଓନାଲ ପାର୍ଟି ସବୁ ଏକାଠି ହେବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ।

Leave a Reply

   Related Posts