scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଚ୍ଛିନ୍ନାଞ୍ଚଳର ଅସଲ କଥା… : Special Report (31.07.2018)

31/07/2018 at 9:49 PM

ଯେଉଁ ମାଟିରେ ଭୟ, ଆତଙ୍କ ,ହତ୍ୟା ଏବଂ ପ୍ରତିଶେ।ଧର ମଞ୍ଜି ବୁଣାଯାଇ ଗଛ ବଢାଯାଏ । ପ୍ରଥମ ଥର ଲାଗି ନ୍ୟୂଜ୍ ସେଭେନ୍ ପହଞ୍ଚିଥିଲା ସେଇ ଦୁର୍ଗମ ଲାଲ ଗଡ଼ରେ । ଏପରିକି ବିଧାୟକ ମଧ୍ୟ ଏହି ଅଞ୍ଚଳ ଦେଖିନାହାନ୍ତି । ବିଡ଼ିଓ, ତହସିଲଦାରଙ୍କ ପାଦ ବି ପଡିନି । ମାଲକାନଗିରି ବିଚ୍ଛିନ୍ନାଞ୍ଚଳ ସହ ସଂପର୍କ ଯୋଡିବା ଲାଗି ଗୁରୁପ୍ରିୟା ସେତୁ ଆଶାର କିରଣ ଦେଖାଇଛି । ହେଲେ ଏହି ଅଞ୍ଚଳର ବାସ୍ତବ ଚିତ୍ର କଣ ତାହା ଦେଖିବା ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲା ନ୍ୟୁଜ7 ।

   Related Posts