ବାଲେଶ୍ୱର ସହରର ୨୬ଟି ସ୍ଥାନରେ ଅଗ୍ନିଶମ ବିଭାଗର ଛଡ଼ାଉ
1/06/2018 at 9:23 PM

ବାଲେଶ୍ୱର ସହରର ୨୬ଟି ସ୍ଥାନରେ ଅଗ୍ନିସମ ବିଭାଗର ଛଡ଼ାଉ। ସହରରେ ଦିନକୁ ଦିନ ବଡ଼ ବଡ଼ ମଲ , ହୋଟେଲ ଓ ଅନୁଷ୍ଠାନ ସଂଖ୍ୟା ବଡ଼ି ବଡ଼ି ଚାଲିଛି। ସମସ୍ତ ମଲ ଓ ହୋଟେଲ ଶୀତ ତାପ ନିୟନ୍ତ୍ରୀତ। ପ୍ରତ୍ୟକ ଦିନ ହଜାର ହଜାର ଗ୍ରାହକ ଏହି ସବୁ ମଲକୁ ଆସୁଛନ୍ତି । ହେଲେ ସହରର ଏହି ସବୁ ମଲ ମାନଙ୍କରେ ଫାୟାର ସେଫ୍ଟି ବ୍ୟବସ୍ଥା ନାହିଁ କହିଲେ ଚଳେ। ଯଦି କୌଣସି ଅଘଟଣ ଘଟେ ତାହାଲେ ଅକାଳରେ ଗଡ଼ିବ ଅନେକ ଜୀବନ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଅଗ୍ନିଶମ ବିଭାଗ ଆଜିଠାରୁ ବାଲେଶ୍ୱରର ବିଭିନ୍ନ ମଲ ଓ ହଟେଲ ମାନଙ୍କରେ ଚଡ଼।ଉ ଆରମ୍ଭ କରିଛି।
Related Posts
ହାଇଓ୍ୱାକୁ ପିଟିଲା ବସ୍ : ୨ ମୃତ, ୨୫ ଆହତ
27 March 2023
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023