ବାଲେଶ୍ୱର ସହରରେ ମାତିଛନ୍ତି ATM ଲୁଟେରା
13/06/2018 at 10:12 PM

ଗୋଟାଏ ମାସ ମଧ୍ୟରେ ବାଲେଶ୍ୱର ସହରରେ ଦୁଇ ଦୁଇଥର ଏଟିଏମ୍ ଲୁଟ ମାମଲା। ହଲେ ଧରାପଡ଼ୁନାହାନ୍ତି ଦୂର୍ବୁତ। ପୁଲିସ ଏହାର କୌଣସି ଟେର ପାଉନାହଁ। କେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ଧରି କଠୋର ଦଣ୍ଡ ଦେବାକୁ ସାଧାରଣରେ ଦାବି ହୋଇଛି।