Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ବାଲେଶ୍ୱର ବିହନ ପ୍ରକ୍ରୀୟା କେନ୍ଦ୍ରରେ ଚାଷୀ ସରକାରୀ ବିହନ ନେବାକୁ ନାରାଜ୍

18/05/2018 at 9:46 PM

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ଏଠାରେ ସରକାର କୃଷି ଉପରେ ଅଧତ୍କ ଗୁରୁତ୍ବ ଦିଅନ୍ତି। ଚାଷୀମାନେ କେମିତି ଭଲ ବିହନ ପାଇବେ ଓ କେମିତି ଭଲ ଚାଷ କରିବେ ସେଥତ୍ପାଇଁ ଓଡ଼ିଶାରେ ରହିଛି 7ଟି ବିହନ ପ୍ରକ୍ରୀୟା କେନ୍ଦ୍ର। ସରକାରଙ୍କର କିଛିଟା ନୀତି ନିୟମରେ ତୃଟି ଓ ମାନ ପରୀକ୍ଷଣରେ ଅବହେଳା ହେତୁ ଚାଷୀ ଏବେ ସରକାରୀ ବିହନ ନେବାକୁ କୁଣ୍ଠା ବୋଧ କରୁଛନ୍ତି। ବିହନ ବିକ୍ରୀ ନହେବା ଫଳରେ ସୋସାଇଟି ଗଡ଼କି କ୍ଷତି ସହୁଛନ୍ତି।

Leave a Reply

   Related Posts