ବାଲେଶ୍ୱର ବାଳାଶ୍ରମରେ ବାଳକର ମୃତ୍ୟୁକୁନେଇ ପରିବାର ଲୋକଙ୍କ ସନ୍ଦେହ।
5/06/2018 at 10:25 PM

ବାଳାଶ୍ରମରେ କର୍ମଚାରୀଙ୍କର ପିଲାମାନଙ୍କୁ ଅଣଦେଖା କରୁଥିବାରୁ ଅନେକ ସମୟରେ ପିଲାମାନେ ଆଶ୍ରମ ଛାଡ଼ି ପଳାଉଛନ୍ତି ତ କେତେବେଳେ ସେମାନଙ୍କର ଦୂର୍ଘଟଣାଜନିତ ମୃତ୍ୟୁ ଘଟୁଛି। ଗତକାଲି ଅପରାହ୍ନରେ ଜଣେ ନବମଶ୍ରେଣୀ ବାଳକ ଗଛରୁ ଖସି ମୃତ୍ୟୁବାଣ କରିବାପରେ ପରିବାରଲୋକେ ଏହାକୁ ନେଇ କ୍ଷଭ ପ୍ରକାଶ କରିଛନ୍ତି।
Related Posts
କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
31 March 2023