ବାଲେଶ୍ୱରରେ ନବଜାତ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା
28/05/2018 at 9:36 PM

ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଗତକାଲି ରାତିରେ ଏକ ନବଜାତ ଶିଶୁର ମୃତ୍ୟୁକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖା ଦେଇଥିଲା। ରାତି 1ଟା ପର୍ଯୟ’ ହସ୍ପଟାଲର କୌଣସି ପଦାଧତ୍କାରୀଙ୍କର ଦେଖା ମିଳିନଥିଲା। ପୁଲିସ ଆସି ସମସ୍ୟାର କିଛିଟା ସମାଧାନ କରିଥିଲା।