ବାଲି ଚୋରାଚାଲଣ ଲାଗି ତହସିଲଦାର ଲାଞ୍ଚ ନେବା ମହଙ୍ଗା ପଡିଲା
16/04/2018 at 11:26 PM

ବାଲି ଚୋରାଚାଲଣ ଲାଗି ଲାଞ୍ଚ ନେବା ମହଙ୍ଗା ପଡିଲା । ଏବେ କାର୍ଯ୍ୟାନୁଷ୍ଠାନ ନେବେ ସରକାର । ପାଇକମାଳ ତହସିଲଦାରଙ୍କ ବିରୋଧରେ ଏମିତି ଅଭିଯୋଗ ଆସିଥଲା ବିଧାନସଭାରେ । ତହସିଲଦାର ଲାଞ୍ଚ ନେଉଥିବାର ଭିଡିଓ ଆଜି ରାଜସ୍ବ ମନ୍ତ୍ରୀ ଦେଖିବା ପରେ ଆକ୍ସନ ମୁଡକୁ ଆସିଛନ୍ତି । ସେପଟେ ବିରୋଧୀ କହିଛନ୍ତି କେବଳ ପାଇକମାଳ ନୁହେଁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରଶାସନର ସଲାସୁତୁରାରେ ବାଲି ରାଜ୍ୟ ବାହାରକୁ ଚୋରା ଚାଳଣ ହେଉଛି ।
Related Posts
ସୋଆ କ୍ୟାମ୍ପସ୍ରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ “ମେରୀ ଲାଇଫ୍” ଆୟୋଜିତ
23 September 2023
ଆଇସିଏଆଇ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସମ୍ବର୍ଦ୍ଧନା
23 September 2023