ବାରହା ଶିକାର ଅଭିଯୋଗରେ ୨ ଗିରଫ
6/05/2018 at 12:15 PM

ବଡ଼ବିଲ ଦଲକି ବସ୍ତି ଅଞ୍ଚଳରେ ବାରହା ଶିକାର ଅଭିଯୋଗରେ ମାମୁଁ ଭଣଜାକୁ ଗିରଫ କରିଛି ବନବିଭାଗ
ଅଭିଯୁକ୍ତ ୨ ଜଣ ହେଲେ ମଙ୍ଗଳ ମୁଣ୍ଡା ଓ ମୋଟୁ ମୁଣ୍ଡା
ସକାଳୁ ଉଭୟ ବାରହା ଶିକାର କରି ଘରେ ଆଣି ମାଂସ କାଟୁଥିବା ବେଳେ ବନବିଭାଗ ଚଢ଼ାଉ କରିଥିଲା
ସେମାନଙ୍କ ନିକଟରୁ ଅଧା କଟା ମାଂସ ଓ ଛୁରୀ ଜବତ କରିଛି ବନବିଭାଗ
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023