scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାରହା ଶିକାର ଅଭିଯୋଗରେ ୨ ଗିରଫ

6/05/2018 at 12:15 PM

ବଡ଼ବିଲ ଦଲକି ବସ୍ତି ଅଞ୍ଚଳରେ ବାରହା ଶିକାର ଅଭିଯୋଗରେ ମାମୁଁ ଭଣଜାକୁ ଗିରଫ କରିଛି ବନବିଭାଗ
ଅଭିଯୁକ୍ତ ୨ ଜଣ ହେଲେ ମଙ୍ଗଳ ମୁଣ୍ଡା ଓ ମୋଟୁ ମୁଣ୍ଡା
ସକାଳୁ ଉଭୟ ବାରହା ଶିକାର କରି ଘରେ ଆଣି ମାଂସ କାଟୁଥିବା ବେଳେ ବନବିଭାଗ ଚଢ଼ାଉ କରିଥିଲା
ସେମାନଙ୍କ ନିକଟରୁ ଅଧା କଟା ମାଂସ ଓ ଛୁରୀ ଜବତ କରିଛି ବନବିଭାଗ

Leave a Reply

   Related Posts