Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର, ହିନ୍ଦୁ ଧର୍ମକୁ ନେଇ କରିଥିଲେ ବିବାଦୀୟ ପୋଷ୍ଟ୍‌
  • ||
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ବାପୁଜୀନଗର ଫୁଡ୍ ଜଙ୍କସନ୍ ବୋମା ମାଡ଼ ଘଟଣାରେ ୨ ଅଭିଯୁକ୍ତ ଗିରଫ

7/06/2018 at 11:39 PM

ବାପୁଜୀନଗର ଫୁଡ୍ ଜଙ୍କସନ୍ ବୋମା ମାଡ଼ ଘଟଣାରେ ୨ ଅଭିଯୁକ୍ତ ଗିରଫ। ଅଭିଯୁକ୍ତମାନେ ହେଲେ ଓଲ୍ଡଟାଉନର ପିଣ୍ଟୁ, ଓରଫ- ପ୍ରଦୀପ୍ତ ସାହୁ ଓ ଚନ୍ଦ୍ରଶେଖରପୁର ଅଞ୍ଚଳର ଲକ୍ଷ୍ମୀ, ଓରଫ- ବିଶ୍ୱରଞ୍ଜନ ପତୀ। ଭୀମଟାଙ୍ଗୀ ଅଞ୍ଚଳରୁ ସେମାନଙ୍କୁ ଗିରଫ କରାଯାଇଛି । ଗତ ୪ ତାରିଖରେ ଫୁଡ୍ ଜଙ୍କସନ୍ ଉପରେ ବୋମା ମାଡ଼ ପକାଇ ଫେରାର୍ ହୋଇଯାଇଥିଲେ ।

Leave a Reply

   Related Posts