ବଲାଙ୍ଗୀର ସହରର ଐତିହାସିକ ମହାରାଣୀ ସାଗରର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ
17/05/2018 at 9:26 PM

ବଲାଙ୍ଗୀର ସହରର ଐତିହାସିକ ମହାରାଣୀ ସାଗରର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ । ହେଲେ କାମ ଆରମ୍ଭରୁ କେଁ ପୁରେଇଲେଣି ଜବରଦଖଲକାରୀ । ଜାଗା ଖାଲି କରିବା ପାଇଁ ପ୍ରଶାସନ ନୋଟିସ ଦେଇଥିବା ବେଳେ, କେଉଁଠି ରହିବେ ସେ ସୁବିଧା ପ୍ରଶାସନ ଆଗ କରୁ ବୋଲି ଦାବି କରି ଜାଗା ଖାଲି କରିବାକୁ ନାରାଜ ଜବରଦଖଲକାରୀ ।
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023