scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଲାଙ୍ଗୀର ଜିଲ୍ଲା ଅମଳା ସଂଘର ୪ ଦଫା ଦାବି ନେଇ ସରକାରୀ କାର୍ଯ୍ୟାଳୟ ସାମୁହିକ କାର୍ଯ୍ୟବନ୍ଦ ଆନ୍ଦୋଳନ

9/05/2018 at 9:14 PM

ବଲାଙ୍ଗୀର ଜିଲ୍ଲା ଅମଳା ସଂଘର ୪ ଦଫା ଦାବି ନେଇ ସରକାରୀ କାର୍ଯ୍ୟାଳୟ ସାମୁହିକ କାର୍ଯ୍ୟବନ୍ଦ ଆନ୍ଦୋଳନ। ସରକାରୀ କାର୍ଯ୍ୟାଳୟରେ କାମ ଠପ। ୯ ଦିନ ଧରି ସାମୁହିକ କାର୍ଯ୍ୟବନ୍ଦ କରିବା ସହ ଆନ୍ଦୋଳନ ରେ ବସିଛନ୍ତି ଅମଳା ସଂଘ । ୪ ଦଫା ଦାବି ନେଇ ଆନ୍ଦୋଳନ କୁ ଓହ୍ଲାଇଥିବା ସଂଘ ଦିର୍ଘ ବର୍ଷ ଧରି ସରକାରଙ୍କ ପାଇଁ କାର୍ଯ୍ୟ କରିଆସୁଥିଲେ ହେଁ ଆଜି ଯାଏଁ ସରକାର ଦାବି ଉପରେ କୌଣସି କର୍ଣ୍ଣପାତ କରୁନଥିବା ଯୋଗୁଁ ଏଭଳି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା କହିଛି ସଂଘ। ତେବେ ୪ ଦଫା ଦାବି ମଧ୍ୟ ରୁ ମୁଖ୍ୟ ତଃ ଗ୍ରାଜୁଏସନ କରିଥିବା କର୍ମଚାରୀ ତଥା ଏନଟି କ୍ବାଲିଫିକେସନ କ୍ଲର୍କ ମାନଙ୍କୁ ୯ ହଜାର ୩ ଶହ ଟଙ୍କା ଓ ୪ ହଜାର ୨ ଶହ ଟଙ୍କା ଦରା ଦିବଯିବା , କର୍ମଚାରୀ ମାନଙ୍କ କେଡର କରାଯିବା ,ରାଜସ୍ବ ଅମଳା କର୍ମଚାରୀ ମାନଙ୍କ ୭୫% ରିଜର୍ଭଭେସନ ଦିଆଯିବା , ଚୁକ୍ତି ମୁଳକ ଭାବରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ନିୟମିତ କରାଯିବା ଦାବି ନେଇ ଆନ୍ଦୋଳନ କୁ ଓହ୍ଲାଇଛି ସଂଘ। ତେବେ ଦିଆଯାଇଥିବା ୪ ଟି ଦାବି ପୁରଣ ନ କଲେ ଏଭଳି ଅନିର୍ଦ୍ଦିଷ୍ଟ କାଳ ପାଇଁ ସାମୁହିକ କାର୍ଯ୍ୟବନ୍ଦ ଆନ୍ଦୋଳନ ଯାରି ରହିବ ବୋଲି ଚେତାବନି ଦେଇଛି ଅମଳା ସଂଘ। ସେପଟେ ସାମୁହିକ କାର୍ଯ୍ୟ ବନ୍ଦ କରିଥିବା ଯୋଗୁଁ ଜିଲ୍ଲାରେ ଜନସାଧସାରଣଙ୍କୁ ହେବାକୁ ପଡୁଛି ନାହିଁ ନଥିବା ଅସୁବିଧାର ସମ୍ମୁଖିନ। ବିଭିନ୍ନ ସରକାରୀ କାଗଜପତ୍ର କାମ ନ ହେବା ଯୋଗୁଁ ହଇରାଣ ହେଉଛନ୍ତି ଲୋକେ।

Leave a Reply

   Related Posts