ବଲାଙ୍ଗୀରରେ ଉଦଘାଟନ ହେଲା ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ
13/06/2018 at 10:31 PM

ବଲାଙ୍ଗୀରରେ ଉଦଘାଟନ ହେଲା ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ। ୧ କୋଟି ଟଙ୍କା ରୂଣ ଚାଷୀଙ୍କୁ ବଣ୍ଟନ କଲା ସମବାୟ ବ୍ୟାଙ୍କ। ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରୀତ ଶାସକ ଦଳର ବିଧାୟକଙ୍କ ଅନୁପସ୍ତିତି କୁ ନେଇ ଅସନ୍ତୋଷ। ସରକାର ସଚେତନ ପାଇଁ ଦେଇଥିବା ରିଫ୍ଲେଟରେ ତୃଟୀ ଥିବା ସହ ଲୋକଙ୍କୁ ସରକାର ଭୂଆଁ ବୁଲାଉଥିବା କହିଲେ ବିରୋଧି।
Related Posts
ଓଡ଼ିଶା ପୋଲିସର ୯ ପୋଲିସ କର୍ମଚାରୀଙ୍କୁ ମିଳିବ ପୋଲିସ ସାହସିକତା ପଦକ
12 August 2022