ବଢିଲା ବସ ଭଡ଼ା
28/05/2018 at 11:28 PM

ବଢିଲା ବସ୍ ଭଡ଼ା। ସାଧାରଣ ଭଡ଼ା ୬୮ ପଇସାରୁ ହେଲା ୭୦ ପଇସା। ଏକ୍ସପ୍ରେସ୍ ଭଡ଼ା ୭୧ ପଇସାରୁ ହେଲା ୭୩ ପଇସା। ଡିଲକ୍ସ ଭଡ଼ା ୯୭ ପଇସାରୁ ହେଲା ୧ ଟଙ୍କା। ଏସି ଡିଲକ୍ସ ଭଡ଼ା ୧.୧୯ ଟଙ୍କାରୁ ହେଲା ୧.୩୦ ଟଙ୍କା। ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସା. ସଂପାଦକଙ୍କ ସୂଚନା।