ବଢିଲା ପୌର ନିର୍ବାଚନ ଅନିଶ୍ଚିତତା
13/06/2018 at 10:55 PM

ବଢିଲା ପୌର ନିର୍ବାଚନ ଅନିଶ୍ଚିତତା। ସ୍ଥାନ ସଂରକ୍ଷଣ ବିବାଦ ତୁଟୁନି। ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର। ୫୦% ଆସନରୁ ଅଧିକ ସଂରକ୍ଷଣକୁ ନା କହିଛନ୍ତି ହାଇକୋର୍ଟ।
Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya