ବଜ୍ରପାତ ନେଇ ମିଳିବ ଆଗୁଆ ସୂଚନା
13/06/2018 at 11:53 PM

ସ୍ମାର୍ଟ ଫୋନ ମାଧ୍ୟମରେ ବଜ୍ରପାତ ନେଇ ମିଳିବ ଆଗୁଆ ସୂଚନା। ୪୫ ମିନିଟ ପୂର୍ବରୁ ମିଳିବ ସୂଚନା। ଏଥିପାଇଁ ରାଜ୍ୟ ସରକାର ଏବଂ ଆମେରିକାର ଆର୍ଥ ନେଟଓ୍ୱାର୍କ କମ୍ପାନୀ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଟାଓ୍ୱାର ପ୍ରତିଷ୍ଠା ହେବ। ମୋବାଇଲ୍ ଅପ୍ ମଧ୍ୟ ଡେଭଲପ୍ କରିବ ସଂପୃକ୍ତ ସଂସ୍ଥା।
Related Posts
କୁଟୁରା ମାରିବା ଅଭିଯୋଗରେ ଶିକାରୀ ଗିରଫ
23 March 2023
ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା ଅଟୋ; ଚାଲିଗଲା ଶିଶୁପୁତ୍ରର ଜୀବନ
23 March 2023