suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବଜ୍ରପାତରେ ୨ଶିଶୁଙ୍କ ମୃତ୍ୟୁ

21/05/2018 at 10:39 AM

ବଲାଙ୍ଗିର ବେଲପଡା ଉଡିଙ୍ଗ ଗାଁରେ ଅଘଟଣ । ବଜ୍ରପାତରେ ୨ଶିଶୁଙ୍କ ମୃତ୍ୟୁ । ମୃତ ଶିଶୁମାନେ ହେଲେ ୧୦ବର୍ଷର ପୂର୍ଣ୍ଣନନ୍ଦ ଭୁଏ ଓ ୧୩ ବର୍ଷର ଈଶ୍ବର ଭୁଏ । ଘର ବାହାରେ ଖେଳୁଥିବା ବେଳେ ବଜ୍ରପାତରେ ସେମାନଙ୍କର ମୃତ୍ୟୁ ହେ।ଇଥିବା ଜଣାପଡିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶେ।କର ଛାୟା ଖେଳିଯାଇଛି । ସେପଟେ ନୂଆପଡାରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଉଛନ୍ତି ଦୁଖୁ ପୁଞ୍ଜି । ଏବଂ ଗୁରୁତର ଦୁଖୁଙ୍କ ପୁଅ ବିକାଶ ପୁଞ୍ଚି । ତାଙ୍କୁ ଗୁରୁତର ଅବସ୍ଥାରେ ଖଡିଆଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହପରି ରାଉରକେଲା କୁଆଁରମୁଣ୍ଡା ଛୋଟତାଳଚେରିଆ ଗାଁରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବାସନ୍ତୀ ଓରାମ ।

Leave a Reply

   Related Posts