ବାଲେଶ୍ୱର ସହରର ଫକୀରମୋହନ ନଗରରେ ପାନିୟ ଜଳ ଦୂଷିତ, କଳରୁ ବାହାରୁଛି ନାଳ ପାଣି
23/04/2018 at 10:28 PM

ଜଳରୁହିଁ ଅଧତ୍କାଂଶ ମହାମାରି ବ୍ୟାପିଥାଏ। ସେଥତ୍ପାଇଁ ସ୍ବାସ୍ଥ୍ୟ ବିଭାଗ ଓ ସରକାର ଲୋକଙ୍କୁ ବିଶୁଦ୍ଧ ପନିୟଜଳ ଯୋଗାଇବାପାଇଁ ଅନେକ ଅର୍ଥ ଖଚ୍ଚ କରୁଛନ୍ତି । ହଲେ ଜନସ୍ବାସ୍ଥ୍ୟ ବିଭାଗର ଖାମ ଖତ୍ଆଲି ନିତି , ପୂର୍ତ ବିଭାଗର ବେଖାତିର ମନୋଭାବ ପାଇଁ ଅଧତ୍କାଂଶ ସମୟରେ ଲୋକେ ଦୂଷିତ ଜଳ ପିଇବାକୁ ବାଧ୍ୟ ହେଉଛନ୍ତି। ଏପ୍ରକାର ଘଟଣା ଘଟିଛି ବାଲେଶ୍ବର ସହରର ଫକୀରମୋହନ ନଗରରେ। ଆଜକୁ 5ଦିନ ହେବ ସେଠାରେ କଳରୁ ବାହାରୁଛି ନାଳ ପାଣି।
Related Posts
ବିପୁଳ ପରିମାଣର ଗଞ୍ଜେଇ ଜବତ; ୪ ଚୋରା ଚାଲାଣକାରୀ ଗିରଫ
5 July 2022