ପ୍ରେମ ପାଇଁ ପ୍ରାଣ ଗଲା
16/04/2018 at 11:37 PM

ପ୍ରେମ ପାଇଁ ପ୍ରାଣ ଗଲା । ପ୍ରେମିକାର ଆଖି ଆଗରେ ହେଲା ପ୍ରେମିକର ମୃତ୍ୟୁ । ପୁଣି ପୋଲିସ ଉପସ୍ଥିତିରେ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ବେଲଦା ରେଳ ଷ୍ଟେସନ ପାଖାପାଖି ଅଞ୍ଚଳରେ । ମୃତକ ହେଉଛନ୍ତି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୋଦଣ୍ଡପୁର ଗାଁର ଅମ୍ରିତ ପୁହାଣ । ଅମ୍ରିତ ଟ୍ରେନରୁ ଡେଇଁ ପ୍ରାଣ ହରାଇଥିବା କୁହାଯାଉଥିବା ବେଳେ ଘର ଲୋକେ କିନ୍ତୁ ଅଭିଯୋଗ କରୁଛନ୍ତି, ତାଙ୍କୁ ଟ୍ରେନରୁ ଠେଲି ମାରି ଦିଆଯାଇଛି ।
Related Posts
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
1 June 2023