LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପୁରୁଷୋତ୍ତମପୁର ବ୍ଳକ୍ ବାଣନଈ ଗ୍ରାମରେ ପାଣି ପାଇଁ ଲୋକେ ହାହାକାର

22/05/2018 at 10:30 PM

ଗ୍ରୀଷ୍ମ ଋତୁର ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଟାଇଁ ଟାଇଁ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଗୋଟିଏ ପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନ୍ୟପଟେ ପାଣି ସମାସ୍ୟା ଏବେ ଗ୍ରାମବାସୀଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଦେଇଛି। ପାଇପ୍ ଅଛି, ପାଣି ଟ୍ୟାଙ୍କି ବି ଅଛି। ହେଲେ ଗ୍ରାମବାସୀଙ୍କୁ ମିଳୁନି ପାଣି। କୂଅଁ, ପୋଖରୀ ଶୁଖି ଆଁ ହେଲାଣି। ପାଣି ମୁନ୍ଦିଏ ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ। ଏଭଳି ସମାସ୍ୟା ଦେଖାଦେଇଛି ପୁରୁଷୋତ୍ତମପୁର ବ୍ଳକ୍ ବାଣନଈ ଗ୍ରାମରେ।

Leave a Reply

   Related Posts