vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ପୁରୀ ବଡ଼ଦାଣ୍ତରେ ଥିବା ଖୁଣ୍ଟିଆ ପେଟ୍ରୋଲ ପମ୍ପରେ ପ୍ଲାଷ୍ଟିକ ବୋତଲରେ ତେଲ ନଦେବାରୁ ଗଣ୍ତଗୋଳ

10/05/2018 at 5:36 PM

ପୁରୀ ବଡ଼ଦାଣ୍ତରେ ଥିବା ଖୁଣ୍ଟିଆ ପେଟ୍ରୋଲ ପମ୍ପରେ ପ୍ଲାଷ୍ଟିକ ବୋତଲରେ ତେଲ ନଦେବାରୁ ଗଣ୍ତଗୋଳ। ବାରମ୍ୱାର ଏହି ପେଟ୍ରୋଲ ପମ୍ପ ତେଲରେ ଅପମିଶ୍ରଣ କରୁଥିବାର ଅଭିଯୋଗ ହୋଇଥିବା ବେଳେ ଆଜି ଏହା ଉଗ୍ର ରୂପ ନେଇଛି। ପୁରୀ ମେଡ଼ିକାଲ ଛକ ନିକଟରେ ଥିବା ଖୁଣ୍ଟିଆ ପେଟ୍ରୋଲ ପମ୍ପ ଠାରେ ଲୋକମାନେ ଗଣ୍ତଗୋଳ କରିବା ସହ ଭଙ୍ଗାରୁଜା କରିଛନ୍ତି। ଘଟଣାସ୍ଥଳରେ କୁମ୍ଭାରପଡ଼ା ଓ ଟାଉନ ଥାନା ପୋଲିସ ସହ ସିଟି ଡ଼ିଏସପି ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପେଟ୍ରୋଲ ପମ୍ପ ମ୍ୟାନେଜରକୁ ଅଟକ ରଖିଛନ୍ତି।

Leave a Reply

   Related Posts