ପୁରୀ ବଡ଼ଦାଣ୍ତରେ ଥିବା ଖୁଣ୍ଟିଆ ପେଟ୍ରୋଲ ପମ୍ପରେ ପ୍ଲାଷ୍ଟିକ ବୋତଲରେ ତେଲ ନଦେବାରୁ ଗଣ୍ତଗୋଳ
10/05/2018 at 5:36 PM

ପୁରୀ ବଡ଼ଦାଣ୍ତରେ ଥିବା ଖୁଣ୍ଟିଆ ପେଟ୍ରୋଲ ପମ୍ପରେ ପ୍ଲାଷ୍ଟିକ ବୋତଲରେ ତେଲ ନଦେବାରୁ ଗଣ୍ତଗୋଳ। ବାରମ୍ୱାର ଏହି ପେଟ୍ରୋଲ ପମ୍ପ ତେଲରେ ଅପମିଶ୍ରଣ କରୁଥିବାର ଅଭିଯୋଗ ହୋଇଥିବା ବେଳେ ଆଜି ଏହା ଉଗ୍ର ରୂପ ନେଇଛି। ପୁରୀ ମେଡ଼ିକାଲ ଛକ ନିକଟରେ ଥିବା ଖୁଣ୍ଟିଆ ପେଟ୍ରୋଲ ପମ୍ପ ଠାରେ ଲୋକମାନେ ଗଣ୍ତଗୋଳ କରିବା ସହ ଭଙ୍ଗାରୁଜା କରିଛନ୍ତି। ଘଟଣାସ୍ଥଳରେ କୁମ୍ଭାରପଡ଼ା ଓ ଟାଉନ ଥାନା ପୋଲିସ ସହ ସିଟି ଡ଼ିଏସପି ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପେଟ୍ରୋଲ ପମ୍ପ ମ୍ୟାନେଜରକୁ ଅଟକ ରଖିଛନ୍ତି।
Related Posts
ଆସୁଛି ଦୁଇଟି ଲଘୁଚାପ, ୧୫ ଯାଏଁ ପ୍ରବଳ ବର୍ଷା
6 July 2022