ପୁରୀ ଟାଉନହଲରେ ସ୍କୁଲ ଟିଚର୍ସ ଫେଡ଼େରେସନ୍ ଅଫ ଇଣ୍ତିଆ ବା STFI ର ସପ୍ତମ ସର୍ବଭାରତୀୟ ସମ୍ମିଳନୀ
4/05/2018 at 10:57 PM

ପୁରୀ ଟାଉନହଲରେ ସ୍କୁଲ ଟିଚର୍ସ ଫେଡ଼େରେସନ୍ ଅଫ ଇଣ୍ତିଆ ବା STFI ର ସପ୍ତମ ସର୍ବଭାରତୀୟ ସମ୍ମିଳନୀ ଆଜି ଠାରୁ ଆରମ୍ଭ ହୋଇଛି। ସମ୍ମିଳନୀର ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ବଭିନ୍ନ ଶିକ୍ଷକ ସଂଗଠନର ପ୍ରାୟ ୧୨୦୦ ପ୍ରତିନିଧି ଓ ପର୍ଯ୍ୟବେକ୍ଷକ ଯୋଗଦେଇଛନ୍ତି। ଏହା ତିନି ଦିନ ଧରି ଚାଲିବ। ସୁପ୍ରିମକୋର୍ଟର ପ୍ରାକ୍ତନ ବିଚାରପତି ଭି.ଗୋପାଳ.ଗୌଡ଼ ସମ୍ମିଳନୀକୁ ଉଦଘାଟନ କରି ଭାରତବର୍ଷର ଶିକ୍ଷା ବ୍ୟବସ୍ଥା ହୋଇ ପଡ଼ିଥିବାବେଳେ ଗଣତନ୍ତ୍ର ସଙ୍କଟ ଅବସ୍ଥା ଦେଇ ଗତି କରୁଥିବା କହିଛନ୍ତି।