ପୁଣି ଲଜ୍ଜା, ୯ବର୍ଷର ନାବାଳିକା ସହ ଦୁଷ୍କର୍ମ ଉଦ୍ୟମ ଫେଲ୍ ମାରିବା ପରେ ହତ୍ୟା ଉଦ୍ୟମ
13/06/2018 at 11:32 PM

ଯାଜପୁର ମଙ୍ଗଳପୁର ଥାନା ଅଞ୍ଚଳରେ ଜଣେ ୯ବର୍ଷର ନାବାଳିକା ସହ ଦୁଷ୍କର୍ମ ଉଦ୍ୟମ ଫେଲ୍ ମାରିବା ପରେ ଝିଅଟିର ଜୀବନ ନେବାକୁ ଚେଷ୍ଟା। ଅଭିଯୁକ୍ତ ମଧ୍ୟ ଜଣେ ସେହି ଅଞ୍ଚଳର ନାବାଳକ। ପିଡିତାଙ୍କୁ ଉଦ୍ଧାର ପରେ ପରିବାର ଲୋକେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।