oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ପୀଡିତା ମଥାରେ ସିନ୍ଦୁର ଦେଲା ଦୁଷ୍କର୍ମକାରୀ

18/06/2018 at 6:40 AM

ପୀଡିତା ମଥାରେ ସିନ୍ଦୁର ଦେଲା ଦୁଷ୍କର୍ମକାରୀ । ଜି.ଉଦୟଗିରିରେ ମହିଳା ହୋମଗାର୍ଡଙ୍କୁ ବିବାହ କଲେ ଦୁଷ୍କର୍ମକାରୀ ଯବାନ । ଗତ ୧୫ ତାରିଖ ମଧ୍ୟ ରାତ୍ରିରେ ମହିଳା ହୋମଗାର୍ଡଙ୍କୁ ଘରେ ଏକୁଟିଆ ପାଇଁ ଦୁଷ୍କର୍ମ କରିଥିଲେ ଯବାନ । ଏନେଇ ପୀଡିତା ଥାନାରେ ଏତଲା ଦେଇଥିଲେ । ପୋଲିସ ଅଭିଯୁକ୍ତ ଯବାନଙ୍କୁ ଅଟକ ରଖିଥିଲା । ତେବେ ଉଭୟ ପରସ୍ପରକୁ ବିବାହ କରିବାକୁ ରାଜି ହେବା ପରେ ଆଜି ତାରିଣୀ ମନ୍ଦିରରେ ଜି.ଉଦୟଗିରି ପୋଲିସ ବିବାହ କରାଇଥିଲେ । ବିବାହ ଉତ୍ସବରେ ପୋଲିସ ଓ କିଛି ସମ୍ପର୍କୀୟ ଉପସ୍ଥିତ ଥିଲେ । ମନ୍ଦିରରେ ବାହାଘର ପରେ କୋର୍ଟରେ ପୁଣି ଉଭୟ ବିବାହ କରିବେ ବୋଲି ପୋଲିସ କହିଛି ।

   Related Posts