ପିଲାଚୋର ଗୁଜବକୁ ନେଇ ପୋଲିସର ଅଡଭାଇଜରୀ ଜାରି
29/05/2018 at 10:12 PM

ସୋସିଆଲ ମିଡିଆରେ ପିଲା ଚୋର ଗୁଜବ ଓ ନୀରିହ ଲୋକଙ୍କୁ ଆକ୍ରମଣ ଘଟଣା ଅଣାୟତ୍ତ ହେଉଥିବା ଦେଖି ଆଡଭାଇଜରୀ ଜାରି କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନୀରିହ , ନିର୍ଦ୍ଦୋଶ ଲୋକଙ୍କୁ ପିଲାଚୋର ସନ୍ଦେହରେ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
Related Posts
NMIMS ବିଶ୍ଵ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
7 December 2023