ପିପିଲି ଜାଗୁଳାଇପଡ଼ା ଅଞ୍ଚଳରୁ ୧୧ କେଜି ଗଞ୍ଜେଇ ଜବତ
7/06/2018 at 9:49 PM

ଅବକାରୀ ସୁପରିଟେଡ଼େଣ୍ଟଙ୍କ ନିର୍ଦ୍ଧେଶ କ୍ରମେ ପୁରୀ ଅବକାରୀ ବିଭାଗର ପ୍ଲାଇଂ ସ୍କ୍ୱାର୍ଡ଼ ଚଢ଼ଉ କରି ୧୧ କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି। ଗିରଫ ବାବୁଲି ବେହେରାକୁ ND ଆକ୍ଟର ୨୦ (ବି) ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅବକାରୀ ଇନସପେକ୍ଟର ପ୍ରଦୀପ ସାହୁଙ୍କ ନେତୃତ୍ୱରେ ପ୍ଲାଇଂ ସ୍କ୍ୱାର୍ଡ଼ ପିପିଲି ଜାଗୁଳାଇପଡ଼ା ଅଞ୍ଚଳରେ ଚଢ଼ାଉ କରି ଗଞ୍ଜେଇ ଜବତ କରିଛି।
Related Posts
କାଳବୈଶାଖୀ ପ୍ରଭାବରେ ବଜ୍ରପାତ, ଜଳିଗଲା ୭ ବଖରା ଘର
2 June 2023