ପାଣି ପାଇଁ ହାହାକାର
5/05/2018 at 10:53 PM

ପ୍ରଚଣ୍ଡ ଖରାରେ ଜନଜୀବନ ଅସ୍ତବ୍ୟସ୍ତ। ଜଳ ବିନା ଡହଳ ବିକଳ ଲୋକେ। ମାତ୍ର ପ୍ରଶାସନର ଉଦାସିନତା ଯୋଗୁଁ ଲୋକେ ପାଇପ୍ ଯୋଗେ ପିଇବା ପାଣି ପାଉନାହାନ୍ତି। ଏଭଳି ଏକ ସଙ୍ଗୀନ ଅଭଯୋଗ ଆଣିଛନ୍ତି ଖୋର୍ଦ୍ଧ। ଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ ବେଣାପଞ୍ଜୁରୀ ଗ୍ରାମର ବାସିନ୍ଦା। ଖୁବ୍ ଶିଘ୍ର ଜଳ ସାମସ୍ୟା ର ସମାଧାନ କରାନଗଲେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ବେଣାପଞ୍ଜୁରୀର ଗ୍ରାମବାସୀ।
Related Posts
ଆଇସିଏଆଇ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସମ୍ବର୍ଦ୍ଧନା
23 September 2023
ଶିକ୍ଷକ ଆନ୍ଦୋଳନ ସ୍ଥଗିତ: ଡିସେମ୍ବର ସୁଦ୍ଧା ଦାବି ପୂରଣ ନେଇ ମିଳିଲା ପ୍ରତିଶ୍ରୁତି
23 September 2023