ପାଓମେକ୍ସ ଡିଜିଏମଙ୍କୁ ପୋଡି ହତ୍ୟା ଘଟଣାରେ ଆଭିଯୁକ୍ତ କୁମାର ବାଗକୁ ଆଜୀବନ କାରାଦ
7/05/2018 at 9:55 PM

ପାଓମେକ୍ସ ଡିଜିଏମଙ୍କୁ ପୋଡି ହତ୍ୟା ଘଟଣାରେ ଆଭିଯୁକ୍ତ କୁମାର ବାଗକୁ ଆଜୀବନ କାରାଦଣ୍ଡ । ସମ୍ୱଲପୁର ଜିଲ୍ଲା ଓ ଦୌରାଜଜଙ୍କ ରାୟ ପ୍ରକାଶ ପାଇଛି । ୧୫ ଜଣଙ୍କୁ ନିର୍ଦ୍ଦେଶରେ ଖଲାସ କରାଯାଇଛି ।୧୬ ଜଣଙ୍କୁ ପୋଲିସ ଗିରଫ କରିଥିଲା ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ପ୍ରମାଣ ଅଭାବରୁ ଖଲାସ କରାଯାଇଥିଲା । ୨୦୧୧ ମାର୍ଚ୍ଚ ୩ ତାରିଖରେ ଡିଜିଏମଙ୍କୁ ପୋଡ଼ି ହତ୍ୟା କରାଯାଇଥିଲା ।