suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପଦାକୁ ଆସିଲା ସରଖିଆ ନାବାଳିକା ଛାତ୍ରୀ ପ୍ରସବ ଘଟଣା

1/05/2018 at 12:07 AM

ଜଟିଳ ହେବାରେ ଲାଗିଛି ଢେଙ୍କାନାଳ ସରଖିଆ ଆଶ୍ରମ ସ୍କୁଲର ନାବଳିକା ଛାତ୍ରୀଙ୍କ ଘଟଣା । ସ୍କୁଲ କର୍ତ୍ତୃପକ୍ଷ, ଛାତ୍ରୀଙ୍କର ଗର୍ଭପାତ କରାଇ ନାହାନ୍ତି ବରଂ ପାଣିକୋଇଲିର ଏକ ନର୍ସିଂହୋମରେ ପିଲା ଜନ୍ମ କରାଇଛନ୍ତି । ପରେ ପିଲାଟିକୁ ଚୌଦ୍ବାର ମୁସଲିମ ବସ୍ତିରେ ବିକ୍ରି କରି ଦିଆ ଯାଇଥିବା ବେଳେ ପୋଲିସ୍ ତାକୁ ଉଦ୍ଧାର କରିଛି । ତେବେ ନାବାଳିକାଙ୍କୁ ଗର୍ଭବତୀ କରାଇବା ଅଭିଯୋଗରେ ଜଣେ ବିବାହିତ ଆଦିବାସୀ ଯୁବକଙ୍କ ମୁଣ୍ଡରେ ଅଠା ବୋଳା ଯାଉଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷଙ୍କ ଭୂମିକାକୁ ମଧ୍ୟ ସନ୍ଦେହ କରାଯାଉଛି ।

Leave a Reply

   Related Posts