scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପଣ୍ଡା ଇନ୍ ଫ୍ରା ପ୍ରୋଜେକ୍ଟ ପରିଚାଳନା ନିର୍ଦ୍ଦେଶକ ପ୍ରତାପ କିଶୋର ପଣ୍ଡାଙ୍କୁ ଅନ୍ତରୀଣ ଜାମିନ୍

18/05/2018 at 6:38 AM

ପଣ୍ଡା ଇନ୍ ଫ୍ରା ପ୍ରୋଜେକ୍ଟ ପରିଚାଳନା ନିର୍ଦ୍ଦେଶକ ପ୍ରତାପ କିଶୋର ପଣ୍ଡାଙ୍କୁ ଅନ୍ତରୀଣ ଜାମିନ୍ । କିଡ୍ ନୀ ଜନିତ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କୁ ହାଇକୋର୍ଟ ମାସକ ପାଇଁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି । ପୋଲିସ କଷ୍ଟୋଡିରେ ରହି ସେ ଚିକିତ୍ସିତ ହେବେ ବୋଲି ବିଚାରପତି ଜଷ୍ଟିସ ଜେ.ପି ଦାସ ନିର୍ଦ୍ଦେଶ ଦେଇଛନ୍ତି । ବମିଖାଲ ପୋଲ ଭୁଶୁଡିବା ଘଟଣାରେ ପ୍ରତାପ ପଣ୍ଡାଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ଆସନ୍ତା ୨୨ ତାରିଖରୁ ସେ ଏକ ଘରୋଇ ହସ୍ପିଟାରେ ଚିକିତ୍ସିତ ହେବେ । ସେପଟେ ଏହି ଘଟଣାର ସବିଶେଷ ତଦନ୍ତ ରିପୋର୍ଟ ତିନି ଦିନ ମଧ୍ୟରେ ଦେବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୩ ତାରିଖ ରାତିରେ ସେଣ୍ଟ୍ରିଂ ଖସିପଡିବାରୁ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଜଣେ ଶ୍ରମିର ଆହତ ହୋଇଥିଲେ । ପୂର୍ବରୁ ଗତବର୍ଷ ସେପ୍ଟେମ୍ବର ୧୦ତାରିଖରେ ଓଭର ବ୍ରିଜ୍ ଭୁଶୁଡିପଡିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିଲା ।

Leave a Reply

   Related Posts