ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ପଣ୍ଡା ଇନ୍ ଫ୍ରା ପ୍ରୋଜେକ୍ଟ ପରିଚାଳନା ନିର୍ଦ୍ଦେଶକ ପ୍ରତାପ କିଶୋର ପଣ୍ଡାଙ୍କୁ ଅନ୍ତରୀଣ ଜାମିନ୍

18/05/2018 at 6:38 AM

ପଣ୍ଡା ଇନ୍ ଫ୍ରା ପ୍ରୋଜେକ୍ଟ ପରିଚାଳନା ନିର୍ଦ୍ଦେଶକ ପ୍ରତାପ କିଶୋର ପଣ୍ଡାଙ୍କୁ ଅନ୍ତରୀଣ ଜାମିନ୍ । କିଡ୍ ନୀ ଜନିତ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କୁ ହାଇକୋର୍ଟ ମାସକ ପାଇଁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି । ପୋଲିସ କଷ୍ଟୋଡିରେ ରହି ସେ ଚିକିତ୍ସିତ ହେବେ ବୋଲି ବିଚାରପତି ଜଷ୍ଟିସ ଜେ.ପି ଦାସ ନିର୍ଦ୍ଦେଶ ଦେଇଛନ୍ତି । ବମିଖାଲ ପୋଲ ଭୁଶୁଡିବା ଘଟଣାରେ ପ୍ରତାପ ପଣ୍ଡାଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ଆସନ୍ତା ୨୨ ତାରିଖରୁ ସେ ଏକ ଘରୋଇ ହସ୍ପିଟାରେ ଚିକିତ୍ସିତ ହେବେ । ସେପଟେ ଏହି ଘଟଣାର ସବିଶେଷ ତଦନ୍ତ ରିପୋର୍ଟ ତିନି ଦିନ ମଧ୍ୟରେ ଦେବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୩ ତାରିଖ ରାତିରେ ସେଣ୍ଟ୍ରିଂ ଖସିପଡିବାରୁ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଜଣେ ଶ୍ରମିର ଆହତ ହୋଇଥିଲେ । ପୂର୍ବରୁ ଗତବର୍ଷ ସେପ୍ଟେମ୍ବର ୧୦ତାରିଖରେ ଓଭର ବ୍ରିଜ୍ ଭୁଶୁଡିପଡିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିଲା ।

Leave a Reply

   Related Posts