ପଣ୍ଡା ଇନ୍ଫ୍ରା ସପକ୍ଷରେ ବାହାରିଲା ଅଲ୍ ଓଡିଶା ଠିକାଦାର ସଂଘ
9/05/2018 at 11:12 PM

ପଣ୍ଡା ଇନ୍ଫ୍ରା ସପକ୍ଷରେ ବାହାରିଲା ଅଲ୍ ଓଡିଶା ଠିକାଦାର ସଂଘ। ପଣ୍ଡା ଇନ୍ଫ୍ରା। ମାଲିକ ପ୍ରତାପ ପଣ୍ଡାଙ୍କୁ ଗିରଫ ଘଟଣା ସମ୍ପୂର୍ଣ୍ଣ ବେଆଇନ୍। ସୁପରିଭିଜନ୍ ଦାୟିତ୍ବରେ ଥିବା ସରକାରୀ ଅଧିକାରୀଙ୍କ ବିରୋଧରେ ହେଉ କାର୍ଯ୍ୟାନୁଷ୍ଠାନ। ମୁଖ୍ୟ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଓ ସୁପରିଟେଣ୍ଡିଙ୍ଗ ଇଞ୍ଜିନିୟରଙ୍କ ବିରୋଧରେ ହେଉ କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ନିର୍ମାଣ ଶୌଧ ସମ୍ମୁଖରେ ଧର୍ମଘଟ କରିବାକୁ ଚେତାବନୀ ।