ପଣା ସଂକ୍ରାନ୍ତି ଓ ଦଣ୍ଡନାଚ ପାଇଁ ଚଳଚଞ୍ଚଳ ଗଞ୍ଜାମ ଜିଲ୍ଲା
14/04/2018 at 11:51 PM

ସମଗ୍ର ଗଞ୍ଜାମ ଜିଲ୍ଲା ଏବେ ଉତ୍ସବ ମୁଖରିତ। ଗୋଟିଏ ପଟେ ମେରୁ ସଂକ୍ରାନ୍ତି ଅନ୍ୟପଟେ ପ୍ରସିଦ୍ଧ ଦଣ୍ଡ ଯାତ୍ରା। ପ୍ରବଳ ଗ୍ରୀଷ୍ମ ଉତ୍ତାପ ସତ୍ତ୍ବେ ନିଆରା ପରମ୍ପରା ଯାତ୍ରା ଦଣ୍ଡ ନୃତ୍ୟ ଦେଖିବାକୁ ଲୋକଙ୍କ ଆଗ୍ରହ ଯାତ୍ରା ଗରମକୁ ଦ୍ବିଗୁଣିତ କରିଦେଇଛି। ଆଜି ଉଦ୍ଯାପିତ ହୋଇଯାଇଛି ପରମ୍ପରାର ନୃତ୍ୟ ଦଣ୍ଡନାଚ।