Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୟାଗଡ: ରାମ ନବମୀ ଯାତ୍ରା ହେଲା ଶେଷଯାତ୍ରା, ଗଛରେ ବାଇକ୍ ପିଟିହେବାରୁ ଚାଲିଗଲା ୩ ଜୀବନ
  • ||
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ନ୍ୟୁଜ୍ ସେଭେନ୍ ପରିବାର ପକ୍ଷରୁ କଟକ ସହର ଓ ସଦର ବ୍ଲକ ୭୮ ଜଣ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧିତ

10/05/2018 at 9:56 PM

ପ୍ରମେୟ ଓ ନ୍ୟୁଜ୍ ସେଭେନ୍ ପରିବାର ପକ୍ଷରୁ କଟକ ସହର ଓ ସଦର ବ୍ଲକ୍ର ୭୮ ଜଣ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି….ପଦକ, ପ୍ରମାଣପତ୍ର ଓ ଉପହାର ଦେଇ ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା ଦିଆଯାଇଛି….କଟକ ଅରୁଣୋଦୟ ନଗରର ସରସ୍ବତୀ ଜୁନିୟର ସାଇନ୍ସ କଲେଜ୍ ପରିସରରେ ଏହି ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଛି…..ରେଭେନ୍ସା କୁଳଫତି, ବୋର୍ଡ ସଭାପତିଙ୍କ ଉପସ୍ଥିତିରେ ପ୍ରମେୟ ଓ ନ୍ୟୁଜ୍ ସେଭେନ୍ ସଂସ୍ଥାର ଅଧିକାରୀମାନେ ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ।

Leave a Reply

   Related Posts