suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ନିୟମଗିରି ଅଞ୍ଚଳରୁ ଜଣେ ଗ୍ରାମରକ୍ଷୀଙ୍କ ସହ ଅନ୍ୟ ୩ଯୁବକଙ୍କୁ ଅପହରଣ

22/04/2018 at 12:03 AM

ନିୟମଗିରି ଅଞ୍ଚଳରୁ ଜଣେ ଗ୍ରାମରକ୍ଷୀଙ୍କ ସହ ଅନ୍ୟ ୩ଯୁବକଙ୍କୁ ଅପହରଣ କରିନେବାର ୫୦ଘଣ୍ଟା ପରେ ବି ତ୍ରିଲୋଚନପୁର ଗାଁରେ ପୋଲିସ ପହଞ୍ଚିନି । ଏପଟେ ଅପହୃତ ଯୁବକଙ୍କ ପରିବାର ଅଜଣା ଆଶଙ୍କାରେ ଅଛନ୍ତି । ଏତେ ମାତ୍ରାରେ ଭୟ ଗ୍ରାସ କରିଛି ଯେ, ମାଓବାଦୀ ଅପହରଣ କରିଥିବା ଘଟଣାକୁ ଖଣ୍ଡନ କରୁଛନ୍ତି । ଗ୍ରାଉଣ୍ଡ ଦିରୋରେ ପହଞ୍ଚି ନ୍ୟୁଜ ସେଭେନ୍ ସ୍ଥିତି ପରଖିଛି ।

Leave a Reply

   Related Posts