scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନିଲମ୍ବିତ ଓ ବହିଷ୍କୃତ ହେଲେ ମଧ୍ୟ ମୁଁ ବିଜେଡିରେ ଅଛି, ଦଳ ପାଇଁ କାମ କରିବି : ପ୍ରଶାନ୍ତ ଜଗଦେବ

10/08/2022 at 3:45 PM

ଭୁବନେଶ୍ବର ୧୦।୮: ଜାମିନ୍ ପାଇବା ପରେ ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦେବ । ସେ କହିଛନ୍ତି, ନିଲମ୍ବିତ ଓ ବହିଷ୍କୃତ ହେଲେ ମଧ୍ୟ ମୁଁ ବିଜେଡ଼ିରେ ଅଛି । ବିଜେଡି ପାଇଁ କାମ କରିବି । ଏବେ ଘରେ ରହି ଅଞ୍ଚଳବାସୀଙ୍କ ଅଭିଯୋଗ ଶୁଣୁଛି । ମୁଖ୍ୟମନ୍ତ୍ରୀଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛି । ପୂର୍ବରୁ ବହୁ ନେତା ନିଲମ୍ବିତ ଓ ବହିଷ୍କୃତ ହେବା ପରେ ବି ଟିକେଟ୍ ପାଇ ନିର୍ବାଚନ ଲଢ଼ିଛନ୍ତି । ମୁଁ ଆଶା କରୁଛି ମୋତେ ଦଳ ଟିକେଟ୍ ଦେବ ।

   Related Posts