Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ନିର୍ମାଣାଧିନ ଓଭରବ୍ରିଜ୍‌ରୁ ତଳକୁ ଖସିଲା ଟ୍ରକ୍‌, ଡ୍ରାଇଭର ମୃତ

29/10/2022 at 7:41 PM

ବାରିପଦା, ୨୯/୧୦: ବାରିପଦା ଅନ୍ତର୍ଗତ ୧୮ ନଂ ଜାତୀୟ ରାଜାପଥରେ ଦୁର୍ଘଟଣା । ମୟୁରଭଞ୍ଜ କଳା ବାଡିଆ ଠାରେ ଅସମ୍ପୂର୍ଣ୍ଣ ଓଭର ବ୍ରିଜରୁ ଏକ ଟ୍ରକ୍‌ ଖସିପଡ଼ିଛି । ଫଳରେ ଏହି ଦୁର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକେ ମନା କରିବା ସତ୍ତ୍ୱେ ଟ୍ରକ ଡ୍ରାଇଭର ଏହି ବ୍ରିଜ୍‌ରେ ଟ୍ରକକୁ ଆଗକୁ ନେଇଥିଲା । ନିର୍ମାଣାଧୀନ ଓଭରବ୍ରିଜ ଚଢିବା ବେଳକୁ ଠିକା ସଂସ୍ଥା କିମ୍ବା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ୱାରା ମଧ୍ୟ କୌଣସି ସାଇନ୍ ବୋର୍ଡ ଲାଗିନଥିଲା ।

   Related Posts